ଅର୍ଥ : ଜୀଅସ ଦେବତାଙ୍କ ସମ୍ମାନରେ ଅଲିମ୍ପିଆରେ ପାଳନ କରାଯାଉଥିବା ଏକ ପ୍ରାଚୀନ ଗ୍ରୀକ ଉତ୍ସବ
ଉଦାହରଣ :
ଅଲିମ୍ପିକ ଖେଳ ଖ୍ରୀଷ୍ଟପୂର୍ବ ୭୭୬ରେ ଆରମ୍ଭ ହୋଇଥିଲା ଓ ଏହା ପ୍ରତି ଚାରିବର୍ଷରେ ଆୟୋଜନ କରାଯାଏ
ସମକକ୍ଷ : ଅଲିମ୍ପିକ
ଅନ୍ୟ ଭାଷାରେ ଅନୁବାଦ :
ज़ूस देव के सम्मान में ओलम्पिया में मनाया जाने वाला एक प्राचीन यूनानी उत्सव।
ओलंपिक खेल ७७६ ईसवी पूर्व में प्रारंभ हुआ और यह हर चार साल में मनाया जाता है।ଅର୍ଥ : ପ୍ରତି ଚାରିବର୍ଷରେ ବଛାଯାଇଥିବା କୌଣସି ସହରରେ ହେଉଥିବା ଏକ ଅନ୍ତରାଷ୍ଟ୍ରୀୟ ଖେଳ ପ୍ରତିଯୋଗିତା
ଉଦାହରଣ :
ଆସନ୍ତା ବର୍ଷ ଅଲିମ୍ପିକ ଖେଳ ଚୀନରେ ହେବ
ସମକକ୍ଷ : ଅଲିମ୍ପିକ
ଅନ୍ୟ ଭାଷାରେ ଅନୁବାଦ :
हर चार साल में किसी चुनिन्दा शहर में होने वाली एक अंतर्राष्ट्रीय खेल प्रतियोगिता।
अगले वर्ष ओलंपिक खेल चीन में होने वाले हैं।The modern revival of the ancient games held once every 4 years in a selected country.
olympiad, olympic games, olympics