ଅର୍ଥ : ଅର୍ଥ ବିଭାଗସହ ସମ୍ବନ୍ଧ ରଖୁଥିବା
ଉଦାହରଣ :
ମନ୍ତ୍ରୀମାନେ ଅର୍ଥମୂଳକ ସମସ୍ୟାଗୁଡ଼ିକର ସମାଧାନ ଖୋଜୁଛନ୍ତି
ସମକକ୍ଷ : ଅର୍ଥମୂଳକ
ଅନ୍ୟ ଭାଷାରେ ଅନୁବାଦ :
अर्थ विभाग से संबंध रखने वाला।
मंत्रीगण अर्थमूलक समस्याओं का समाधान ढूँढ रहे हैं।ଅର୍ଥ : ଭାଷାରେ ଯାହା ଅର୍ଥ ଅଧ୍ୟୟନ ବା ଅର୍ଥ ସହିତ ସମ୍ବନ୍ଧିତ
ଉଦାହରଣ :
ଅଧିବାଚୀ ଏକ ଅର୍ଥଗତ ସମ୍ବନ୍ଧ
ଅନ୍ୟ ଭାଷାରେ ଅନୁବାଦ :
जो भाषा में अर्थ के अध्ययन या अर्थ से संबंधित हो।
अधिवाची एक अर्थगत संबंध है।