ଅର୍ଥ : ମଧ୍ୟପ୍ରଦେଶର ବିନ୍ଧ୍ୟାଚଳ ପର୍ବତ ଉପରେ ସ୍ଥିତ ଏକ ପବିତ୍ର ହିନ୍ଦୁ ତୀର୍ଥ ସ୍ଥଳ
ଉଦାହରଣ :
ନର୍ମଦା ନଦୀ,ସୋନ ନଦୀ ଏବଂ ଜୋହିଲା ନଦୀର ଉତ୍ପତ୍ତି ସ୍ଥଳ ହେଉଛି ଅମର କଣ୍ଟକ
ସମକକ୍ଷ :
ଅମର କଣ୍ଟକ
ଅନ୍ୟ ଭାଷାରେ ଅନୁବାଦ :
मध्य प्रदेश के अनूपपुर ज़िले में स्थित एक पवित्र हिंदू तीर्थस्थल।
इस गर्मी में हम अमरकंटक घूमने गए थे।
अमरकंटक,
अमरकण्टक