ଅର୍ଥ : କୌଣସି କାମ, ସମାଜଆଦିରେ ବିରାଗୀ ନହେବା ଭାବ
ଉଦାହରଣ :
ବିଷୟାସକ୍ତି କାରଣରୁ ହିଁ ଆମେ ମୋହମାୟାରେ ଛନ୍ଦି ହୋଇଯାଇଥାଉ
ସମକକ୍ଷ : ଅନୁରକ୍ତ, ଅବିରକ୍ତି, ବିଷୟାସକ୍ତି
ଅନ୍ୟ ଭାଷାରେ ଅନୁବାଦ :
किसी कर्म, समाज आदि से विरक्त न होने का भाव।
अविरक्ति के कारण ही हम मोह माया में जकड़े हुए हैं।A feeling of great liking for something wonderful and unusual.
captivation, enchantment, enthrallment, fascination