ଅର୍ଥ : ସରକାରଙ୍କୁ ପରାଜିତ ବା ଦୁର୍ବଳ କରିବା ଆଶାରେ ବିପକ୍ଷ ଦ୍ବାରା ବା ସମ୍ଭବତଃ କେତେବେଳେ ତତ୍କାଳୀନ ସମର୍ଥକମାନଙ୍କ ଦ୍ବାରା ସଂସଦ ସାମନାରେ ପାରମ୍ପରିକ ରୂପରେ ରଖାଯାଉଥିବା ଗୋଟିଏ ସଂସଦୀୟ ପ୍ରସ୍ତାବ
ଉଦାହରଣ :
ବିପକ୍ଷମାନେ ସରକାରଙ୍କ ସାମନାରେ ଅବିଶ୍ବାସ ପ୍ରସ୍ତାବ ରଖିଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
सरकार को पराजित या कमजोर करने की उम्मीद से विपक्ष के द्वारा या शायद ही कभी तत्कालीन समर्थकों द्वारा संसद के सामने पारंपरिक रूप से रखा गया एक संसदीय प्रस्ताव।
विपक्षियों ने सरकार के सामने अविश्वास प्रस्ताव रखा है।