ଅର୍ଥ : ତନ୍ଦ୍ରା ବା ଢୁଳ କାରଣରୁ ହେଉଥିବା ଆଳସ୍ୟ
ଉଦାହରଣ :
ନିଦ୍ରାବେଶଯୋଗୁଁ ସେ ଖଟ ଉପରେ ପଡ଼ି ରହିଲା
ସମକକ୍ଷ : ତଂଦ୍ରାଳସ୍ୟ, ତନ୍ଦ୍ରାଳସ୍ୟ, ନିଦ୍ରାବେଶ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଉତ୍ସାହ ନ ହେବା ଅବସ୍ଥା ବା ଭାବ
ଉଦାହରଣ :
ଉତ୍ସାହହୀନତା କାରଣରୁ ମୁଁ ଏହି କାମ କରିପାରିଲି ନାହିଁ
ସମକକ୍ଷ : ଅବସାଦ, ଉତ୍ସାହହୀନତା, ଉଲ୍ଲାସହୀନତା
ଅନ୍ୟ ଭାଷାରେ ଅନୁବାଦ :
उत्साह न होने की अवस्था या भाव।
उत्साहहीनता के कारण मैं यह काम नहीं कर सका।