ଅର୍ଥ : କୌଣସି ମଣିଷ, ପ୍ରାଣୀଆଦିକୁ ଜାଣିବୁଝି କୌଣସି ଉଦ୍ଦେଶ୍ୟରେ ମାରିଦେବାର କ୍ରିୟା
ଉଦାହରଣ :
ସେ ନିଜ ପିତାକୁ ହତ୍ୟା କଲା ପ୍ରାଣୀ ହତ୍ୟା ମହାପାପ
ସମକକ୍ଷ : ଅପଘାତ, ଘାତ, ବଧ, ବିଘାତ, ସଂଘାତ, ହତ୍ୟା
ଅନ୍ୟ ଭାଷାରେ ଅନୁବାଦ :
किसी मनुष्य, प्राणी आदि को जान-बूझकर किसी उद्देश्य से मार डालने की क्रिया।
किसी भी प्राणी की हत्या महापाप है।