ଅର୍ଥ : କୌଣସି କାର୍ଯ୍ୟ ଆରମ୍ଭ ହେଲାଭଳି ପ୍ରତୀତହେବା ବା ଜଣାପଡ଼ିବା
ଉଦାହରଣ :
ଏଭଳି ଲାଗିଲା ଯେ ସେ କିଛି କହିବ,କିନ୍ତୁ ସେ କିଛି କହିଲାନାହିଁ
ସମକକ୍ଷ : ଜଣାପଡ଼ିବା, ଜ୍ଞାତହେବା, ପ୍ରତୀତ ହେବା, ବୋଧହେବା, ଲାଗିବା
ଅନ୍ୟ ଭାଷାରେ ଅନୁବାଦ :
Appear to begin an activity.
He made to speak but said nothing in the end.