ଅର୍ଥ : ଯେଉଁ ଦେବୀ ଅନେକ ଅସୁରଙ୍କୁ ବଧ କରିଥିଲେ ଏବଂ ଯାହାଙ୍କୁ ଆଦିଶକ୍ତି ବୋଲି ବିଚାର କରାଯାଏ
ଉଦାହରଣ :
ଦଶହରାରେ ଲୋକମାନେ ସ୍ଥାନେସ୍ଥାନେ ଦୁର୍ଗାଙ୍କ ପ୍ରତିମା ସ୍ଥାପନ କରନ୍ତି
ସମକକ୍ଷ : ଅପରାଜିତା, ଆଦିଶକ୍ତି, ଜଗଦମ୍ବା, ଜଗନ୍ମୋହିନୀ, ଦଶଭୂଜା, ଦୁର୍ଗା, ଦେବୀ, ପରମେଶ୍ୱରୀ, ମହାମାୟା, ମହିଷାସୁରମର୍ଦ୍ଦିନୀ, ଶାରଦା, ଶିବାନୀ, ସିଂହବାହିନୀ, ସୌମ୍ୟା
ଅନ୍ୟ ଭାଷାରେ ଅନୁବାଦ :
एक देवी जिन्होंने अनेक असुरों का वध किया और जो आदि शक्ति मानी जाती हैं।
नवरात्र में लोग जगह-जगह दुर्गा की प्रतिमा स्थापित करते हैं।ଅର୍ଥ : ଶିବଙ୍କ ପତ୍ନୀ
ଉଦାହରଣ :
ପାର୍ବତୀ ଗଣେଶଙ୍କ ମାତା
ସମକକ୍ଷ : ଅମ୍ବା, ଅମ୍ବିକା, ଉମା, ଗିରିଜା, ଗୌରୀ, ଜଗତ୍ଜନନୀ, ତ୍ରିପୁରସୁନ୍ଦରୀ, ପାର୍ବତୀ, ଭଗବତୀ, ଭବାନୀ, ମଙ୍ଗଳା, ମହାଦେବୀ, ରୁଦ୍ରାଣୀଶିବା, ଶୈଳଜା, ଶୈଳସୁତା, ସୁନନ୍ଦା
ଅନ୍ୟ ଭାଷାରେ ଅନୁବାଦ :
शिव की पत्नी।
पार्वती भगवान गणेश की माँ हैं।