ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅନୁଚିତ ଭାବରେ କାହାର ଧନସମ୍ପତ୍ତି କାମରେ ଲଗାଇବାର ପ୍ରକ୍ରିୟା
ଉଦାହରଣ : ଅପଯୋଜନ ବି ଏକ ପ୍ରକାର ପାପ
ସମକକ୍ଷ : ଅପଯୋଗ, ଅପଯୋଜନ
ଅନ୍ୟ ଭାଷାରେ ଅନୁବାଦ :हिन्दी
अनुचित रूप से किसी का धन या संपत्ति काम में लाने की क्रिया।
ଅର୍ଥ : କୌଣସି ଜିନିଷ, ସ୍ୱାମୀତ୍ୱଆଦିକୁ ଅନୁଚିତ କିମ୍ବା ଖରାପ ଢଙ୍ଗରେ ବ୍ୟବହାର କରିବା
ଉଦାହରଣ : ଆମେ ନିଜର ଅଧିକାରର ଦୁରୁପଯୋଗ କରିବା ଉଚିତ ନୁହେଁ
ସମକକ୍ଷ : ଦୁରୁପଯୋଗ
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी वस्तु, स्वामित्व आदि का अनुचित या बुरे ढङ्ग से किया जानेवाला उपयोग।
Improper or excessive use.
ସଂସ୍ଥାପନ କରନ୍ତୁ