ଅର୍ଥ : ମଳିନ ହେବାର ଅବସ୍ଥା ବା ଭାବ
ଉଦାହରଣ :
ତା ମନର ମଳିନତାକୁ ସଫା କରାଯାଇ ପାରିବନାହିଁ
ସମକକ୍ଷ : ଅଶୁଦ୍ଧତା, ଅଶୁଦ୍ଧି, ଅସ୍ୱଚ୍ଛତା, କଳୁଷ, ମଳିନତା, ମଳିନତ୍ୱ
ଅନ୍ୟ ଭାଷାରେ ଅନୁବାଦ :
मलिन होने की अवस्था या भाव।
उसके मन की मलिनता को साफ़ नहीं किया जा सकता।