ଅର୍ଥ : ମୃତକର ଆତ୍ମା ଶାନ୍ତିପାଇଁ ପ୍ରତ୍ୟେକ ମାସର ଅମାବାସ୍ୟା ଦିନ କରାଯାଉଥିବା ଶ୍ରାଦ୍ଧ
ଉଦାହରଣ :
ମାସିକ ଶ୍ରାଦ୍ଧ ଦିନ ପଣ୍ଡିତଙ୍କୁ ଦାନ ମଧ୍ୟ ଦିଆଯାଇଥାଏ
ସମକକ୍ଷ : ମାସିକ ଶ୍ରାଦ୍ଧ
ଅନ୍ୟ ଭାଷାରେ ଅନୁବାଦ :
मृतक की आत्मा की शांति के लिए हर महीने की अमावस्या के दिन किया जाने वाला श्राद्ध।
मासिक श्राद्ध के दिन पंडितों को दान भी दिया जाता है।