ଅର୍ଥ : ରୋଗବିଜ୍ଞାନରେ ପାଞ୍ଚ ନିୟମମାନଙ୍କ ମଧ୍ୟରୁ ଏକ ଯେଉଁଥିରେ ଆହାର ବିହାରର ପରିମାଣକୁ ଦେଖି ରୋଗ ନିରୂପଣ କରାଯାଏ
ଉଦାହରଣ :
ଡାକ୍ତର ଅନୁପୟଶଦ୍ୱାରା ରୋଗୀର ଚିକିତ୍ସା କରିବା ଚାହାନ୍ତି
ଅନ୍ୟ ଭାଷାରେ ଅନୁବାଦ :
रोगविज्ञान के पाँच नियमों में से एक जिसमें आहार-विहार के परिणाम को देखकर रोग का निश्चय किया जाता है।
डॉक्टर रोगी का अनुपयश द्वारा इलाज करना चाहते हैं।