ଅର୍ଥ : ଯେ ବିନା ଅନୁମତିରେ ପ୍ରବେଶ କରେ
ଉଦାହରଣ :
ଭାରତୀୟ ସୈନ୍ୟମାନେ କାଶ୍ମୀର ସୀମାରେ ପାଞ୍ଚଜଣ ଅନୁପ୍ରବେଶକାରୀଙ୍କୁ ଧରିଲେ
ଅନ୍ୟ ଭାଷାରେ ଅନୁବାଦ :
Someone who intrudes on the privacy or property of another without permission.
interloper, intruder, trespasser