ଅର୍ଥ : ନିଶ୍ଚୟର ଅଭାବ
ଉଦାହରଣ :
ଅନିଶ୍ଚିତ ଅବସ୍ଥାରେ କାମ ବନ୍ଦ କରିବା ହିଁ ଭଲ ହେବ
ଅନ୍ୟ ଭାଷାରେ ଅନୁବାଦ :
निश्चय या निर्णय का अभाव।
अनिश्चय की स्थिति में काम को स्थगित कर देना ही अच्छा होगा।The state of being unsure of something.
doubt, doubtfulness, dubiety, dubiousness, incertitude, uncertaintyଅର୍ଥ : ଯାହା ସ୍ଥିର ବା ନିଶ୍ଚିତ ନୁହେଁ
ଉଦାହରଣ :
ସରକାରଙ୍କ ଅନିଶ୍ଚିତ ନୀତି ହିଁ ଆତଙ୍କବାଦର ମୂଳ
ସମକକ୍ଷ : ଅନିର୍ଦିଷ୍ଟ, ଅସ୍ଥିର, ସ୍ଥିରତାହୀନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ନିର୍ଦ୍ଧାରିତ ନୁହେଁ
ଉଦାହରଣ :
ବନ୍ଦ ହେତୁ ସବୁ ଗାଡ଼ି ଅନିର୍ଦ୍ଧାରିତ ସମୟରେ ଚାଲୁଛନ୍ତି
ସମକକ୍ଷ : ଅନିର୍ଦ୍ଧାରିତ
ଅନ୍ୟ ଭାଷାରେ ଅନୁବାଦ :
जो निर्धारित न हो।
बंद के कारण सारी गाड़ियाँ अनिर्धारित समय पर चल रही हैं।ଅର୍ଥ : ଯାହା ନିର୍ଦ୍ଦିଷ୍ଟ ନୁହେଁ
ଉଦାହରଣ :
ଅନିଶ୍ଚିତ ଜୀବନ ଶୈଳୀ ସ୍ୱାସ୍ଥ୍ୟପାଇଁ ହାନିକାରକ ଅନିଶ୍ଚିତ ସମୟରେ କାମ କରିବାଦ୍ୱାରା ବ୍ୟକ୍ତି ବିପଦରେ ପଡ଼େ
ସମକକ୍ଷ : ଅନିର୍ଦ୍ଦିଷ୍ଟ, ଅନିୟତ
ଅନ୍ୟ ଭାଷାରେ ଅନୁବାଦ :
जो नियत न हो।
अनियत जीवन शैली स्वास्थ्य के लिए हानिकारक है।Not scheduled or not on a regular schedule.
An unscheduled meeting.