ଅର୍ଥ : ଅନିତ୍ୟ କିମ୍ବା ଅସ୍ଥାୟୀ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଜୀବ ଏବଂ ଜଗତର ଅନିତ୍ୟତା ସର୍ବବିଦିତ
ସମକକ୍ଷ : ଅନିତ୍ୟତା, ଅସ୍ଥାୟିତ୍ୱ, ନଶ୍ୱରତା
ଅନ୍ୟ ଭାଷାରେ ଅନୁବାଦ :
अनित्य या अस्थायी होने की अवस्था या भाव।
जीव और जगत की अनित्यता सर्वविदित है।