ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ବ୍ୟକ୍ତିର କୌଣସି ବିଶେଷ କ୍ଷେତ୍ରରେ ଜ୍ଞାନ, ଅନୁଭବ ଆଦି କମ ଥାଏ
ଉଦାହରଣ : ବିଜ୍ଞାନ କ୍ଷେତ୍ରରେ ଆଜି ବି ଆପଣ ଅନଭିଜ୍ଞ
ସମକକ୍ଷ : ଅପରିପକ୍ୱ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह व्यक्ति जिसे किसी विशेष क्षेत्र में ज्ञान, अनुभव आदि की कमी हो।
ଅର୍ଥ : ଯେଉଁଥିରେ ଅନୁଭବର ଅଭାବ ଅଛି କିମ୍ବା ଠିକ୍ ଅନୁଭବ ବା ଜ୍ଞାନ ନାହିଁ
ଉଦାହରଣ : ଅଭିଜ୍ଞତାହୀନ କାରଣରୁ ରାମକୁ ଚାକିରୀ ମିଳୁନାହିଁ ସେ ଏହି ଖେଳରେ ଅନଭିଜ୍ଞ
ସମକକ୍ଷ : ଅନୁଭବରହିତ, ଅଭିଜ୍ଞତାବିହୀନ, ଅଭିଜ୍ଞତାହୀନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसमें अनुभव की कमी हो या जिसे अच्छा अनुभव या ज्ञान न हो।
Lacking practical experience or training.
ସଂସ୍ଥାପନ କରନ୍ତୁ