ଅର୍ଥ : ଅଧିକାରହୀନ ହୋଇ ବା ବିନା ଅଧିକାରରେ
ଉଦାହରଣ :
କୌଣସି ଅନଧିକାର କାମ କରନାହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଧିକାର ବିନା
ଉଦାହରଣ :
ଆପଣ ଆମକୁ ଅଲଗା କରିବା ପାଇଁ ଅନଧିକାର ଚେଷ୍ଟା କରନ୍ତୁ ନାହିଁ
ସମକକ୍ଷ : ଅଧିକାରଶୂନ୍ୟ, ସ୍ୱତ୍ୱହୀନ
ଅନ୍ୟ ଭାଷାରେ ଅନୁବାଦ :
जिसके लिए अधिकार न दिया गया हो या अधिकार रहित।
आप हमें अलग करने की अनधिकृत चेष्टा न करें।