ଅର୍ଥ : ପ୍ରତି ତୃତୀୟ ବର୍ଷରେ ପଡୁଥିବା ସେହି ବଢ଼ା ହୋଇଥିବା ଅଧିକ ଚାନ୍ଦ୍ରମାସ ଯାହା ଦୁଇ ସଂକ୍ରାନ୍ତି ମଝିରେ ପଡ଼େ
ଉଦାହରଣ :
ଆମର ଏଠାରେ ବୈତରିଣୀକୂଳରେ ପ୍ରତ୍ୟେକ ତିନି ବର୍ଷରେ ଥରେ ମଳମାସ ମେଳା ହୁଏ
ସମକକ୍ଷ : ମଳମାସ
ଅନ୍ୟ ଭାଷାରେ ଅନୁବାଦ :
प्रति तीसरे वर्ष पड़ने वाला वह बढ़ा हुआ या अधिक चान्द्र मास जो दो संक्रान्तियों के बीच में पड़ता है।
हमारे यहाँ गंगाजी के किनारे प्रत्येक तीसरे साल मलमास का मेला लगता है।