ଅର୍ଥ : କୌଣସି ଅଧିକାରୀଙ୍କଦ୍ୱାରା ବା ଅଧିକାରପୂର୍ବକ କରାଯାଇଥିବା ବା କୁହାଯାଇଥିବା
ଉଦାହରଣ :
କାର୍ଯ୍ୟାଳୟଦ୍ୱାରା ଅଧିକାର ସମ୍ବନ୍ଧୀୟ ସୂଚନା ଜାରି ହେଲାକାର୍ଯ୍ୟାଳୟଦ୍ୱାରା ଅଧିକାର ବିଷୟକ ଆଦେଶ ଜାରି ହେଲା
ସମକକ୍ଷ : ଅଧିକାର ସମ୍ବନ୍ଧୀୟ
ଅନ୍ୟ ଭାଷାରେ ଅନୁବାଦ :
किसी शासकीय अधिकारी के द्वारा या अधिकारपूर्वक कहा या किया हुआ।
मुख्यमन्त्री कार्यालय द्वारा आधिकारिक सूचना जारी की गयी।