ଅର୍ଥ : ଅଳଂକାର ଶାସ୍ତ୍ରାନୁସାରେ ନଅ ରସ ମଧ୍ୟରୁ ଏକ
ଉଦାହରଣ :
କୌଣସି ଅସାଧାରଣ ବସ୍ତୁକୁ ଦେଖି, ପଢ଼ି ବା ଶୁଣି ଯେବେ ଆମ ହୃଦୟରେ ବିସ୍ମୟ ଭାବ ଉତ୍ପନ୍ନ ହୁଏ, ଏଭଳି ବର୍ଣ୍ଣନାକୁ ଅଦ୍ଭୁତ ରସ କୁହାଯାଏ‘
ସମକକ୍ଷ : ଅଦ୍ଭୁତ ରସ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ନୂଆ, ବିଲକ୍ଷଣ ବା ଅସାଧାରଣ କଥାକୁ ଦେଖିବା, ଶୁଣିବା ବା ଧ୍ୟାନରେ ଆଣିବାଦ୍ୱାରା ଉତ୍ପନ୍ନ ହେଉଥିବା ମନର ଏକ ପ୍ରକାରଭାବ
ଉଦାହରଣ :
ହଠାତ୍ ମୋତେ ଦେଖି ତାକୁ ଆଶ୍ଚର୍ଯ୍ୟ ଲାଗିଲା
ସମକକ୍ଷ : ଅସମ୍ଭବ, ଆଶ୍ଚର୍ଯ୍ୟ, ତାଜୁବ୍, ବିସ୍ମୟ
ଅନ୍ୟ ଭାଷାରେ ଅନୁବାଦ :
मन का वह भाव जो किसी नई, विलक्षण या असाधारण बात को देखने, सुनने या ध्यान में आने से उत्पन्न होता है।
आश्चर्य की बात यह है कि इतनी बड़ी ख़बर सुनकर भी उन्होनें कोई प्रतिक्रिया नहीं की।The astonishment you feel when something totally unexpected happens to you.
surpriseଅର୍ଥ : ଆଶ୍ଚର୍ଯ୍ୟ ଉତ୍ପନ୍ନ କରୁଥିବା ବସ୍ତୁ
ଉଦାହରଣ :
ତାଜମହଲ୍ ପୃଥିବୀର ସାତୋଟି ଆଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ବିଶେଷ ଲକ୍ଷଣଯୁକ୍ତ
ଉଦାହରଣ :
ମତ୍ସ୍ୟ୍ୟକନ୍ୟା ଏକ ବିଲକ୍ଷଣ ଜୀବ
ସମକକ୍ଷ : ଅଜବ, ଅଦ୍ଭୁତପୂର୍ବ, ଅପୂର୍ବ, ଅଲୌକିକ, ଆଶ୍ଚର୍ଯ୍ୟଜନକ, ବିଚିତ୍ର, ବିଲକ୍ଷଣ
ଅନ୍ୟ ଭାଷାରେ ଅନୁବାଦ :
जो विशेष लक्षण से युक्त हो।
मत्स्यनारी एक विलक्षण जीव है।Strikingly strange or unusual.
An exotic hair style.ଅର୍ଥ : କରାମତି ବା ଚମତ୍କାର ଦେଖାଉଥିବା ଲୋକ
ଉଦାହରଣ :
ସତ୍ୟ ସାଇବାବା ଜଣେ ଚମତ୍କାରୀ ପୁରୁଷ
ସମକକ୍ଷ : ଆଶ୍ଚର୍ଯ୍ୟମୟ, ଚମତ୍କାରୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜିଜ୍ଞାସା ଉତ୍ପନ୍ନ କରିବା ଲୋକ
ଉଦାହରଣ :
ମୋ ସହିତ ଗୋଟିଏ ବିଚିତ୍ର ଘଟଣା ଘଟିଲା
ସମକକ୍ଷ : ଜିଜ୍ଞାସାଜନକ, ବିଚିତ୍ର, ବିଲକ୍ଷଣ, ବିସ୍ମୟକାରକକୌତୁହଳଜନକ, ବିସ୍ମୟକାରୀ, ବିସ୍ମୟଜନକ
ଅନ୍ୟ ଭାଷାରେ ଅନୁବାଦ :