ଅର୍ଥ : ମୂର୍ଖ ହେବାର ଅବସ୍ଥା ବା ଭାବ
ଉଦାହରଣ :
କାହାରି ମୂର୍ଖତା ଉପରେ ହସ ନାହିଁତୁମର ମୂର୍ଖତା କାରଣରୁ ହେବାକୁ ଯାଉଥିବା କାମ ବିଗିଡ଼ି ଗଲା
ସମକକ୍ଷ : ଅଜ୍ଞତା, ମୂର୍ଖତା, ମୂର୍ଖାମୀ, ମୂଢ଼ତା
ଅନ୍ୟ ଭାଷାରେ ଅନୁବାଦ :
मूर्ख होने की अवस्था या भाव।
किसी की मूर्खता पर मत हँसो।ଅର୍ଥ : ବିଦ୍ୟାର ଅଭାବ
ଉଦାହରଣ :
ଆପଣ ବିଦ୍ୟା ହାସଲ କରି ନିଜର ଅବିଦ୍ୟାକୁ ଦୂର କରିପାରିବେ
ସମକକ୍ଷ : ଅଜ୍ଞାତା, ଅବିଦ୍ୟା, ଜ୍ଞାନହୀନତା
ଅନ୍ୟ ଭାଷାରେ ଅନୁବାଦ :
The lack of knowledge or education.
ignoranceଅର୍ଥ : ଜ୍ଞାନ ନହେବାର ଅବସ୍ଥା ବା ଭାବ
ଉଦାହରଣ :
ପ୍ରକୃତ ଗୁରୁ ହିଁ ଅଜ୍ଞାନତାକୁ ଦୂରକରି ବ୍ୟକ୍ତି ଜୀବନରେ ଜ୍ଞାନରୂପୀ ଆଲୋକ ଭରିଦିଏ
ସମକକ୍ଷ : ଜ୍ଞାନହୀନତା
ଅନ୍ୟ ଭାଷାରେ ଅନୁବାଦ :
The lack of knowledge or education.
ignorance