ଅର୍ଥ : ଗୁପ୍ତ ରୂପରେ ରଖୁଥିବା ଲୋକ
ଉଦାହରଣ :
ଅଜ୍ଞାତ ବ୍ୟକ୍ତିକୁ ଚିହ୍ନତ କରାଗଲା
ଅନ୍ୟ ଭାଷାରେ ଅନୁବାଦ :
With your identity concealed.
incognitoଅର୍ଥ : ଯେ ଲୁଚି ରହିଛି
ଉଦାହରଣ :
ସେ ଏହି ମାମଲା ସମ୍ବନ୍ଧିତ ଏକ ଗୁପ୍ତ କଥା କହିଲେ
ସମକକ୍ଷ : ଅପ୍ରକାଶ, ଗୁପ୍ତ, ଲୁଚାଛପା
ଅନ୍ୟ ଭାଷାରେ ଅନୁବାଦ :
जो छिपा हुआ हो।
उसने इस मामले से संबंधित एक गुप्त बात बताई।ଅର୍ଥ : ଯାହା ଜ୍ଞାତ ବା ଜଣା ନୁହେଁ
ଉଦାହରଣ :
ଏହା ମୋ ପାଇଁ ଅଜ୍ଞାତ ବିଷୟ ପ୍ରତ୍ୟେକ ଦିନ କୌଣସି ଅଜଣା ବ୍ୟକ୍ତି ତାକୁ ଫୋନ୍ରେ ଧମକ ଦେଉଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯିଏ ପରିଚିତ ନୁହେଁ
ଉଦାହରଣ :
ଯାତ୍ରା କରୁଥିବା ସମୟରେ କୌଣସି ଅପରିଚିତ ବ୍ୟକ୍ତି ଠାରୁ କିଛି ବି ଖାଦ୍ୟବସ୍ତୁ ନନେବା ଉଚିତ୍
ଅନ୍ୟ ଭାଷାରେ ଅନୁବାଦ :
Unaware because of a lack of relevant information or knowledge.
He was completely ignorant of the circumstances.