ଅର୍ଥ : ଶରୀରର କୌଣସି ଅଙ୍ଗ ଅଚେତନ ହେବା
ଉଦାହରଣ :
ଅଧିକ ସମୟଧରି ଏକ ସ୍ଥାନରେ ବସିବାରୁ ମୋ ଗୋଡ଼ ଗୋଦରା ହୋଇଗଲା
ସମକକ୍ଷ : ଗୋଦରା ହେବା, ଝିମଝିମ ହେବା, ଝିମା ମାରିବା, ସ୍ପର୍ଶାନୁଭୂତିଶୂନ୍ୟ ହେବା
ଅନ୍ୟ ଭାଷାରେ ଅନୁବାଦ :
शरीर के किसी अंग का अचेतन होना।
ज्यादा देर तक एक ही स्थान पर बैठने के कारण मेरा पैर सुन्न हो गया है।