ଅର୍ଥ : କୌଣସି ଅଙ୍ଗ ଆଦିକୁ କାଟି ଅଲଗା କରିବାର କ୍ରିୟା
ଉଦାହରଣ :
ଏକଥା ଶୁଣିବାକୁ ମିଳେ ଯେ ଶାହାଜାହାନ ତାଜମହଲ ନିର୍ମାଣ ସରିବା ପରେ ଏହାର କାରିଗରମାନଙ୍କ ଅଙ୍ଗଛେଦନ କରାଇଦେଇଥିଲେ
ଅନ୍ୟ ଭାଷାରେ ଅନୁବାଦ :
किसी अंग आदि को काटकर अलग करने की क्रिया।
ऐसा सुनने में आता है कि शाहजहाँ ने ताजमहल बनानेवाले कारीगरों का ताजमहल बनने के बाद अंगच्छेदन करा दिया था।ଅର୍ଥ : ଶରୀରର କୌଣସି ଅଙ୍ଗ ବା ଅବୟବ କାଟି ବାହାର କରିଦେବା ବା ଅଲଗା କରିବା କ୍ରିୟା
ଉଦାହରଣ :
କର୍କଟ ରୋଗ କାରଣରୁ ତାକୁ ନିଜ ଗୋଡ଼ର ଅଙ୍ଗଛେଦନ କରିବାକୁ ପଡ଼ିଲା
ଅନ୍ୟ ଭାଷାରେ ଅନୁବାଦ :
शरीर का कोई अंग या अवयव काटकर निकालने या अलग करने की क्रिया।
कैंसर के कारण उसे अपने पैर का अंगछेदन कराना पड़ा।A surgical removal of all or part of a limb.
amputation