ଅର୍ଥ : ଯେଉଁ କାର୍ଯ୍ୟ କାହାରିକୁ ରୋକିବା ବା ନିୟନ୍ତ୍ରଣରେ ରଖିବା ପାଇଁ କରାଯାଏ
ଉଦାହରଣ :
ପିଲାମାନଙ୍କ କାର୍ଯ୍ୟରେ କିଛି ପରିମାଣରେ ଅଙ୍କୁଶ ଲଗାଯିବା ଆବଶ୍ୟକ
ସମକକ୍ଷ : ନିୟନ୍ତ୍ରଣ
ଅନ୍ୟ ଭାଷାରେ ଅନୁବାଦ :
The act of keeping something within specified bounds (by force if necessary).
The restriction of the infection to a focal area.