ଅର୍ଥ : ଯେ ଆଗେ ଚାଲେ ବା ଆଗୁଆଳି କରେ
ଉଦାହରଣ :
କଠିନ କାମରେ ପ୍ରଥମେ ଆଗୁଆ ବ୍ୟକ୍ତି ହିଁ ଧକ୍କାପାଏ
ଅନ୍ୟ ଭାଷାରେ ଅନୁବାଦ :
A person who rules or guides or inspires others.
leaderଅର୍ଥ : ଆଗକୁ ବଢ଼ୁଥିବା
ଉଦାହରଣ :
ଶିକ୍ଷା କ୍ଷେତ୍ରରେ ଏହା ଅଗ୍ରଣୀ ସମାଜ
ସମକକ୍ଷ : ଅଗ୍ରଣୀ
ଅନ୍ୟ ଭାଷାରେ ଅନୁବାଦ :
Having the leading position or higher score in a contest.
He is ahead by a pawn.ଅର୍ଥ : ଯେ ସବୁବେଳେ ଉନ୍ନତି କରି ଆଗକୁ ବଢ଼ୁଥାଏ
ଉଦାହରଣ :
ଅଗ୍ରଗାମୀ ବ୍ୟକ୍ତି ସମାଜକୁ ଗୋଟିଏ ନୂଆ ଦିଗ ଦେଖାଇଥାଏ
ସମକକ୍ଷ : ପୁରୋଗାମୀ
ଅର୍ଥ : ପ୍ରଗତି କରିଲାବାଲା
ଉଦାହରଣ :
ପ୍ରଗତିକର୍ତ୍ତା ବ୍ୟକ୍ତି ସମସ୍ୟା ସହିତ ସଂଗ୍ରାମ କରି ପ୍ରଗତି ପଥରେ ଅଗ୍ରସର ହୋଇଥାନ୍ତି
ସମକକ୍ଷ : ପୁରୋଗାମୀ, ପ୍ରଗତିକର୍ତ୍ତା, ପ୍ରଗତିଶୀଳ
ଅନ୍ୟ ଭାଷାରେ ଅନୁବାଦ :
प्रगति करनेवाला या जो बराबर उन्नति करता हुआ आगे बढ़ता हो।
प्रगतिशील व्यक्ति समस्याओं से जूझते हुए प्रगति पथ पर अग्रसर रहते हैं।