ଅର୍ଥ : ଘର, ଦୋକାନ, ବଜାର, ଜଙ୍ଗଲ ଆଦିରେ ଲାଗିଯାଉଥିବା ଏହି ନିଆଁ ଯାହାଦ୍ୱାରା ସମ୍ପତ୍ତି ଧ୍ୱଂସ ହୋଇଯାଏ
ଉଦାହରଣ :
ଗାଁଗହଳରେ ଖରାଦିନେ ଅଗ୍ନିକାଣ୍ଡ ଘଟଣା ଅତ୍ୟଧିକ ହୋଇଥାଏ
ସମକକ୍ଷ : ଘରପୋଡ଼ି
ଅନ୍ୟ ଭାଷାରେ ଅନୁବାଦ :
Malicious burning to destroy property.
The British term for arson is fire-raising.