ଅର୍ଥ : ଯାହା କଟା ହୋଇନାହିଁ
ଉଦାହରଣ :
ଭିକାରୀ ଅଖଣ୍ଡିତ ଆଙ୍ଗୁଳିମାନଙ୍କ ଉପରେ ମଧ୍ୟ ପଟି ବାନ୍ଧିଛି
ସମକକ୍ଷ : ଅନୁଚ୍ଛିନ୍ନ
ଅନ୍ୟ ଭାଷାରେ ଅନୁବାଦ :
Not cut.
uncutଅର୍ଥ : ଯାହା ବିଭକ୍ତ ନୁହେଁ
ଉଦାହରଣ :
ଆମକୁ ଭାରତର ଅକ୍ଷୁଣ୍ଣ ଏକତାକୁ ସୁରକ୍ଷିତ ରଖିବାକୁ ହେବ
ସମକକ୍ଷ : ଅକ୍ଷୁଣ୍ଣ, ଅଖଣ୍ଡ, ଅଜୁଟ, ଅବିଚ୍ଛିନ୍ନ, ଅଭଙ୍ଗ, ଅଭିନ୍ନ, ଅଭିଭକ୍ତ
ଅନ୍ୟ ଭାଷାରେ ଅନୁବାଦ :
जो विभक्त न हो।
हमें भारत की अक्षुण्ण एकता को बनाए रखना होगा।Impossible of undergoing division.
An indivisible union of states.