Meaning : ବ୍ୟବହାର କରିବା
Example :
ସେ ମୋ ସାଥିରେ ଭଲ ବ୍ୟବହାର କରୁନାହିଁସେ ମୋ ସହିତ କାହିଁକି ଏଭଳି ଆଚରଣ କରୁଛି?
Synonyms : ଆଚରଣ କରିବା
Translation in other languages :
व्यवहार करना।
वह मेरे साथ अच्छा व्यवहार नहीं कर रहा है।Meaning : ବ୍ୟବହାର ବା ଆଚରଣ କରିବା
Example :
ଆମେ ସମସ୍ତଙ୍କ ସହିତ ସମାନ ବ୍ୟବହାର କରିବା ଉଚିତ
Synonyms : ଆଚରଣ କରିବା, ବେଭାରକରିବା
Translation in other languages :
Meaning : ବ୍ୟବହାର ବା କାମରେ ଆଣିବା
Example :
ପ୍ରକୃତି କୋଳରେ ଉପଲବ୍ଧ ସାଧନକୁ ଠିକଭାବେ ଉପଯୋଗ କର ନିଜ ବୁଦ୍ଧିର ବ୍ୟବହାର କର
Synonyms : ଉପଯୋଗ କରିବା, ପ୍ରୟୋଗ କରିବା
Translation in other languages :
व्यवहार या काम में लाना।
प्रकृति में उपलब्ध संसाधनों का सही तरह से उपयोग करो।Meaning : କୌଣସି ରୂପରେ ଆଣିବା
Example :
ସେ ଏହି ପ୍ରାସାଦକୁ ନିଜର ନିବାସ ସ୍ଥାନ କଲେ
Synonyms : କରିବା, ପ୍ରସ୍ତୁତ କରିବା
Translation in other languages :
Meaning : ଏକ ନିଶ୍ଚିତ ବା ବିଶେଷ ଢଙ୍ଗରେ ବ୍ୟବହାର କରିବା
Example :
ଆପଣ ମୋତେ ପ୍ରସନ୍ନ କଲେ ସତର୍କତାର ସହିତ ଏହା କର
Synonyms : କରିବା
Translation in other languages :