Meaning : କେହି ରହୁଥିବା ସ୍ଥାନ
Example :
ସ୍ୱଚ୍ଛ ଓ ଖୋଲାଘର ସ୍ୱାସ୍ଥ୍ୟ ନିମନ୍ତେ ଲାଭଦାୟକ ହୋଇଥାଏ ଏହି ଗଛ ହିଁ ଏସବୁ ପକ୍ଷୀଙ୍କ ବାସସ୍ଥାନ
Synonyms : ଆବାସ, ଘର, ନିବାସ, ବାସ
Translation in other languages :
वह स्थान जहाँ कोई रहता हो।
स्वच्छ और हवादार आवास स्वास्थ्य के लिए लाभदायक होता है।Housing that someone is living in.
He built a modest dwelling near the pond.Meaning : କୌଣସି ବିଶେଷ କାରଣଯୋଗୁଁ ରହିବାର ସ୍ଥାନ
Example :
ଏହି ଜାଗା ଭିକାରିମାନଙ୍କ ଆଡ୍ଡା
Synonyms : ଆଡ୍ଡା, ରହିବାସ୍ଥାନ
Translation in other languages :
Meaning : କୌଣସି ପ୍ରାଣୀର ବାସସ୍ଥାନ ହୋଇଥିବା ସ୍ଥାନ ବା କ୍ଷେତ୍ର
Example :
ବାଘର ବାସସ୍ଥଳୀ ହେଉଛି ଜଙ୍ଗଲ ଦୟାକରି ଆପଣଙ୍କ ନିବାସ ସ୍ଥଳ ସମ୍ପର୍କରେ କୁହନ୍ତୁ
Synonyms : ନିବାସ, ନିବାସସ୍ଥଳ, ନିବାସସ୍ଥାନ, ବାସ, ବାସସ୍ଥଳୀ
Translation in other languages :
वह स्थान या क्षेत्र जहाँ किसी प्राणी का आवास हो।
शेर का निवास स्थान जंगल है।The native habitat or home of an animal or plant.
habitation