Subscribe
URL of the page has been copied to clipboard.
Meaning : ଯାହା ରୋଚକ ନୁହେଁ
Example : ଏହା ଆପଣଙ୍କପାଇଁ ଅରୋଚକ କାହାଣୀ ହୋଇପାରେ, ମୋତେତ ଏଥିରୁ ଆନନ୍ଦ ମିଳୁଛି
Synonyms : ଅରୁଚିକର, ଅରୋଚକ, ରସହୀନ
Translation in other languages :हिन्दी
जो रोचक न हो।
Meaning : ଯେଉଁଥିରେ କିଛି ସ୍ୱାଦ ନାହିଁ
Example : ଆଜିକାର ଖାଦ୍ୟ ସ୍ୱାଦହୀନ
Synonyms : ଅନାସ୍ୱାଦ, ଅସ୍ୱାଦିଷ୍ଟ, ଅସ୍ୱାଦୁ, ସ୍ୱାଦହୀନ, ସ୍ୱାଦୁହୀନ
Translation in other languages :हिन्दी English
जिसमें कोई स्वाद न हो।
Lacking taste or flavor or tang.
Meaning : ଯେଉଁଥିରେ ରସ ନାହିଁ
Example : ଶୁଖିଲା ଫଳ ରସହୀନ ହୋଇଥାଏ
Synonyms : ବେରସ, ରସହୀନ, ଶୁଖିଲା, ଶୁଷ୍କ
जिसमें रस न हो।
Lacking juice.
Meaning : ଯେଉଁଥିରେ କିଛି ବି ସାର ନ ଥାଏ
Example : ଆମକୁ ସାରହୀନ ଜିନିଷଗୁଡ଼ିକ ତ୍ୟାଗ କରିବା ଉଚିତ
Synonyms : ନିଃସାର, ସାରହୀନ
जिसमें कुछ भी सार या गूदा न हो।
Install App