Meaning : କୌଣସି ବସ୍ତୁ କିମ୍ବା ପ୍ରାଣୀଙ୍କଠାରୁ ସଂବନ୍ଧ ଛିନ୍ନ କରିବାର କ୍ରିୟା ବା ଭାବ
Example :
ସ୍ତ୍ରୀ ତଥା ପିଲାମାନଙ୍କୁ ପରିତ୍ୟାଗ କରିବାପରେ ସେ କେବେ ସୁଖୀ ହୋଇ ରହି ପାରିଲା ନାହିଁ
Translation in other languages :
Meaning : କମ୍ ହେବାର ପ୍ରକ୍ରିୟା
Example :
ବଢ଼ିଗ୍ରସ୍ତ ଲୋକମାନେ ପାଣି କମିବା ଦେଖି ଖୁସି ହେଲେ
Synonyms : କମିବା
Translation in other languages :
Meaning : ଜଣକୁ କିଛି ଦାୟିତ୍ୱ ଦେବା ବା କାହା ଜିମାରେ ରଖିବା
Example :
ମୁଁ ଏହି କାମ ଆପଣଙ୍କ ଜିମା ଦେଲିମୁଁ ଏହି କାମ ଆପଣଙ୍କ ଉପରେ ଛାଡ଼ିଲି
Synonyms : ଜିମା ଦେବା, ଦାୟିତ୍ୱ ଦେବା
Translation in other languages :
जिम्मेदारी देना या किसी के जिम्मे करना।
मैं यह काम आपको सौंपता हूँ।Meaning : ଭୁଲରେ କୌଣସି ବସ୍ତୁ କେଉଁଠି ଛାଡ଼ିଦେବା
Example :
ଆଜି ମୁଁ ଚାବି ଘରେ ଭୁଲି ଆସିଛି
Synonyms : ଭୁଲିଯିବା
Translation in other languages :
Meaning : ଚାକିରିରୁ ବାହାର କରିବା
Example :
ମୁଁ ମୋ ପୁରୁଣା ଚାକରାଣୀକୁ ଛାଡ଼ିଦେଲି
Synonyms : ଛଟେଇ କରିବା, ବର୍ଜନ କରିବା
Translation in other languages :
Remove from a position or an office.
removeMeaning : ନିଜ ମୁଠାରୁ ଅଲଗା କରିବା କିମ୍ବା ବନ୍ଧନରୁ ମୁକ୍ତ କରିବା
Example :
ସେ ପିଞ୍ଜରାରେ ଥିବା ପକ୍ଷୀମାନଙ୍କୁ ମୁକ୍ତ କରିଦେଲେ
Synonyms : ଖୋଲିବା, ବନ୍ଧନରୁ ମୁକ୍ତ କରିବା, ମୁକ୍ତ କରିବା
Translation in other languages :
अपनी पकड़ से अलग या बंधन से मुक्त करना।
उसने पिंजरे में बंद पक्षियों को आज़ाद किया।Meaning : ନିଜ ସଙ୍ଗରେ ନ ରଖିବା ବା ଅନ୍ୟ କେଉଁଠି ରଖିବା, ଛାଡ଼ିବା ବା ରହିବାକୁ ଦେବା
Example :
ସେ ମୋତେ ମେଳାରେ ହିଁ ଛାଡ଼ିଦେଲା
Synonyms : ଦୂରେଇଦେବା
Translation in other languages :
Go and leave behind, either intentionally or by neglect or forgetfulness.
She left a mess when she moved out.Meaning : କାହାରି ପିଛା କରିବାପାଇଁ ଅନ୍ୟକୁ ତା ପଛରେ ଲଗାଇବା
Example :
ପୋଲିସ ଚୋରକୁ ଧରିବାପାଇଁ ତା ପଛରେ କୁକୁର ଛାଡ଼ିଲା
Synonyms : ପଛରେ ଲଗାଇବା
Translation in other languages :
किसी का पीछा करने के लिए किसी को उसके पीछे लगाना।
पुलिस ने चोर को पकड़ने के लिए उसके पीछे कुत्ते छोड़े।Meaning : ଛାଡ଼ି ଯିବା
Example :
ଆଜି ସକାଳେ ହିଁ ତାର ଜ୍ୱର ଛାଡ଼ିଲା ଘଣ୍ଟେ ପରେ ମନୋଜର ନିଶା ଛାଡ଼ିଲା
Translation in other languages :
Meaning : ବଞ୍ଚାଇକରି ରଖିବା
Example :
ମୁଁ ଆପଣଙ୍କ ପାଇଁ ଖଣ୍ଡେ କେକ୍ ଛାଡ଼ି ଦେଇଛି
Translation in other languages :