Meaning : କାହାରି ରହିବାପାଇଁ ଘର ଯୋଗାଇ ଦେବା
Example :
ସରକାର ସହର ବାହାରେ ଏକ କଲୋନୀରେ ବାସହୀନମାନଙ୍କୁ ଘର ଦେଉଛନ୍ତି
Synonyms : ବାସଗୃହ ଦେବା
Translation in other languages :
Provide housing for.
The immigrants were housed in a new development outside the town.