ଅର୍ଥ : ଶରୀର ଗଠନ ପାଇଁ ଭାର ଉଠାଇ କରାଯାଉଥିବା ଗୋଟିଏ ପ୍ରକାରର ବ୍ୟାୟାମ
ଉଦାହରଣ :
ଖେଳାଳୀମାନଙ୍କ ନିମନ୍ତେ ଭାରୋତ୍ତଳନ ଅନିର୍ବାର୍ଯ୍ୟ
ସମକକ୍ଷ : ଭାରୋତ୍ତଳନ
ଅନ୍ୟ ଭାଷାରେ ଅନୁବାଦ :
एक प्रकार का व्यायाम जिसमें शरीर गठन के लिए भार उठाया जाता है।
खिलाड़ियों के लिए भारोत्तोलन अनिवार्य है।