ଅର୍ଥ : ଯେଉଁ କ୍ରୀଡା ପ୍ରତିଯୋଗିତାକୁ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ଗୋଟିଏ ନିୟମିତ ସମୟରେ ଆୟୋଜିତ କରାଯାଏ ଏବଂ ଯେଉଁଥିରେ କେତେକ ଦେଶ ଭାଗ ନିଅନ୍ତି
ଉଦାହରଣ :
ଏଥର ଭାରତ କ୍ରିକେଟର ବିଶ୍ବକପ ଜିତିଛି
ସମକକ୍ଷ : ବିଶ୍ବକପ
ଅନ୍ୟ ଭାଷାରେ ଅନୁବାଦ :
A sporting competition in which contestants play a series of games to decide the winner.
tournament, tourney