ଅର୍ଥ : ପାଣି ବହିବାକୁ ଅଟକାଇବାପାଇଁ ତିଆରି ହୋଇଥିବା ହିଡ଼ ବା ବନ୍ଧ
ଉଦାହରଣ :
ହିଡ଼ ଭାଙ୍ଗିଗଲା ଏବଂ ଖେତର ସବୁ ପାଣି ବହିଗଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଖେତଆଦିର ସୀମା ସୂଚକ ମାଟି ତିଆରି ଉଚ୍ଚ ରେଖା ବା ବନ୍ଧ
ଉଦାହରଣ :
ଭାଇମାନଙ୍କ ମଧ୍ୟରେ ବଣ୍ଟାହେବା କାରଣରୁ ଗୋଟିଏ ଖେତରେ କେତେଗୁଡିଏ ହିଡ଼ ପଡ଼ିଗଲା
ସମକକ୍ଷ : ହୁଡ଼ା
ଅନ୍ୟ ଭାଷାରେ ଅନୁବାଦ :