ଅର୍ଥ : ଦକ୍ଷିଣ ଆମେରିକାର ଜଙ୍ଗଲରେ ଦେଖାଯାଉଥିବା ଏକ ମାଙ୍କଡ଼
ଉଦାହରଣ :
ହାଉଲର ମାଙ୍କଡ଼ର ବିଶେଷ ଧରଣର ସ୍ୱର ବହୁଦୂର ପର୍ଯ୍ୟନ୍ତ ଶୁଣାଯାଏ
ସମକକ୍ଷ : ହାଉଲର ମାଙ୍କଡ଼
ଅନ୍ୟ ଭାଷାରେ ଅନୁବାଦ :
दक्षिणी अमेरिका के जंगलों में पाया जाने वाला एक बंदर।
हाउलर एक विशेष प्रकार की आवाज निकालता है जो दूर तक सुनाई देती है।