ଅର୍ଥ : ବ୍ୟାକରଣରେ ଯେଉଁ ବର୍ଣ୍ଣାତ୍ମକ ଶବ୍ଦ ବା ଅକ୍ଷର ଯାହାର ଉଚ୍ଚାରଣ କୌଣସି ବର୍ଣ୍ଣର ସହାୟତା ବିନା ଆପେ ଆପେ ହୁଏ
ଉଦାହରଣ :
ହିନ୍ଦୀରେ ତେରଟି ସ୍ୱରବର୍ଣ୍ଣ ଅଛି
ସମକକ୍ଷ : ସ୍ୱରବର୍ଣ୍ଣ
ଅନ୍ୟ ଭାଷାରେ ଅନୁବାଦ :
व्याकरण में वह वर्णात्मक शब्द या अक्षर जिसका उच्चारण बिना किसी दूसरे वर्ण की सहायता के और आप-से-आप होता है।
हिन्दी में अ,आ,इ,ई आदि स्वर हैं।A letter of the alphabet standing for a spoken vowel.
vowel