ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନାସପାତି ଭଳି ଏକ ମିଠା ଖାଇବାଯୋଗ୍ୟ ଫଳ
ଉଦାହରଣ : ସେ ପ୍ରତିଦିନ ଗୋଟିଏ ସେଓ ଖାଏ
ସମକକ୍ଷ : ସେଓ
ଅନ୍ୟ ଭାଷାରେ ଅନୁବାଦ :हिन्दी English
नाशपाती की तरह का एक मीठा खाद्यफल।
Fruit with red or yellow or green skin and sweet to tart crisp whitish flesh.
ଅର୍ଥ : ବେସନରେ ସୂତା ଭଳି ତିଆରି ହୋଇଥିବା ଏକ ପ୍ରକାରର ଲୁଣିଆ ଖାଦ୍ୟ
ଉଦାହରଣ : ପିଲାଟି ସେଉ ଖାଇ ଚା ପିଉଥିଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
सूत के रूप में बना हुआ बेसन का एक प्रकार का नमकीन पकवान।
ସଂସ୍ଥାପନ କରନ୍ତୁ