ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୃଷ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୃଷ୍ଟ   ବିଶେଷଣ

ଅର୍ଥ : ଯାହାର ଉତ୍ପତ୍ତି ହୋଇଛି ବା ଯାହା ଉତ୍ପନ୍ନ କରାଯାଇଛି

ଉଦାହରଣ : ଭାରତରେ ଉତ୍ପନ୍ନ ଚା’ ଅଧିକମାତ୍ରାରେ ବିଦେଶକୁ ରପ୍ତାନୀ କରାଯାଇଥାଏ

ସମକକ୍ଷ : ଉତ୍ପନ୍ନ, ଚାଷକରାଯାଇଥିବା, ଜାତ


ଅନ୍ୟ ଭାଷାରେ ଅନୁବାଦ :

जिसकी उत्पत्ति हुई हो या जो उगा हो।

भारत में उत्पन्न चाय अधिक मात्रा में विदेशों को निर्यात की जाती है।
उतपन्न, उत्पन्न, उपजा, उपजा हुआ, पैदा, पैदा हुआ

ଅର୍ଥ : ଯେ ଜନ୍ମ ନେଇଛି

ଉଦାହରଣ : ଜନ୍ମିତ ପ୍ରାଣୀର ମୃତ୍ୟୁ ନିଶ୍ଚିତ

ସମକକ୍ଷ : ଜନ୍ମିତ, ଜାତ, ଜୀବିତ, ପ୍ରସୂତ, ସଂଜାତ


ଅନ୍ୟ ଭାଷାରେ ଅନୁବାଦ :

जो पैदा हुआ हो या जिसने जन्म लिया हो।

जन्मे प्राणियों की मृत्यु निश्चित है।
अधिज, अवजनित, आविर्भूत, उतपन्न, उत्पन्न, जनित, जन्मा, जन्मा हुआ, जात, निष्पन्न, पैदा, पैदा हुआ, प्रसूत, प्रसून, रूढ़, संजात, संवृत्त, सूत

Brought into existence.

He was a child born of adultery.
born

ଅର୍ଥ : ଅନ୍ୟ କାହାଠାରୁ ବିକସିତ ବା ତିଆରି

ଉଦାହରଣ : ଅଗ୍ରବନରୁ ବ୍ୟୁତ୍ପନ୍ନ ଆଗ୍ରାର ନାମ ତାଜମହଲ ନିମନ୍ତେ ପ୍ରସିଦ୍ଧ

ସମକକ୍ଷ : ବ୍ୟୁତ୍ପନ୍ନ


ଅନ୍ୟ ଭାଷାରେ ଅନୁବାଦ :

किसी और से विकसित या बना।

अग्रवन से व्युत्पन्न आगरा का नाम ताजमहल के लिए प्रसिद्ध है।
कामिल, व्युत्पन्न