ଅର୍ଥ : ସାବଧାନ କରିବାପାଇଁ ପ୍ରଥମରୁ ସୂଚନା ଦେବା
ଉଦାହରଣ :
ପାଣିପାଗ ବିଭାଗଦ୍ୱାରା ମାଛଧରାଳୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାପାଇଁ ଚେତାବନୀ ଦିଆଯାଇଅଛି
ସମକକ୍ଷ : ଖବରଦାର କରିବା, ଚେତାବନୀ ଦେବା, ସାବଧାନ କରିବା
ଅନ୍ୟ ଭାଷାରେ ଅନୁବାଦ :
सावधान करने के लिए पहले से सूचना देना।
मौसम विभाग द्वारा मछुआरों को समुद्र की ओर न जाने की चेतावनी दी गई है।