ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ବର୍ଣ୍ଣବୃତ୍ତ
ଉଦାହରଣ : ସୁଷମାରେ ଦଶଟି ବର୍ଣ୍ଣ ରହିଛି
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक वर्णवृत्त।
(prosody) a system of versification.
ଅର୍ଥ : ଅତ୍ୟଧିକ ଶୋଭା ବା ସୁନ୍ଦରତା
ଉଦାହରଣ : କାଶ୍ମୀରର ପ୍ରାକୃତିକ ସୁଷମା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରେ
ସମକକ୍ଷ : ପରମଶୋଭା, ଲାବଣ୍ୟ
अत्यधिक शोभा या सुंदरता।
The qualities that give pleasure to the senses.
ସଂସ୍ଥାପନ କରନ୍ତୁ