ଅର୍ଥ : ଖ୍ୟାତ ହେବାର ଅବସ୍ଥା ବା ଭାବ
ଉଦାହରଣ :
ସଚିନ ତେନ୍ଦୁଲକର କ୍ରିକେଟ୍ରୁ ଖ୍ୟାତି ଓ ପଇସା ଉଭୟ ରୋଜଗାର କରିଛନ୍ତି
ସମକକ୍ଷ : ଖ୍ୟାତି, ନାମ, ପ୍ରଖ୍ୟାତି, ପ୍ରତିଷ୍ଠା, ପ୍ରସିଦ୍ଧି, ଯଶ, ସୁଖ୍ୟାତି, ସୁଯଶ
ଅନ୍ୟ ଭାଷାରେ ଅନୁବାଦ :
ख्यात होने की अवस्था या भाव।
सचिन तेंदुलकर ने क्रिकेट से ख्याति और पैसा दोनों अर्जित किए हैं।ଅର୍ଥ : ଧୃତରାଷ୍ଟ୍ରଙ୍କ ଜଣେ ପୁତ୍ର
ଉଦାହରଣ :
ସୁନାମଙ୍କ ବର୍ଣ୍ଣନା ମହାଭାରତରେ ମିଳେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being