ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ରସହୀନ ବା ବଳକା ଜିନିଷ
ଉଦାହରଣ : ଆମର ସିଠା ଦରକାର ନାହିଁ
ସମକକ୍ଷ : ବଳକା
ଅନ୍ୟ ଭାଷାରେ ଅନୁବାଦ :हिन्दी English
फीकी या बची-खुची चीज।
A small part or portion that remains after the main part no longer exists.
ଅର୍ଥ : ଚୋଷା ହୋଇ ବା ରସ ବାହାର କରା ଯାଇଥିବା ଫଳ ଆଦିର ନିରସ ଅଂଶ
ଉଦାହରଣ : ଆଖୁ ସିଠା ଉପରେ ମାଛି ଭଣଭଣ ହେଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :हिन्दी
चूसे हुए या रस निकाले हुए फल आदि का निरस अंश।
ଅର୍ଥ : ଯେଉଁ ବସ୍ତୁରେ କିଛି ସାର ନାହିଁ
ଉଦାହରଣ : ସାରହୀନ ବସ୍ତୁଗୁଡିକୁ ଫିଙ୍ଗି ଦେବା ଦରକାର
ସମକକ୍ଷ : ସାରହୀନ ପଦାର୍ଥ, ସାରହୀନ ବସ୍ତୁ
ऐसी वस्तु जिसमें कोई सार न हो।
ସଂସ୍ଥାପନ କରନ୍ତୁ