ଅର୍ଥ : ଚାଷ କରାଯାଉଥିବା ଏକ ଦୀର୍ଘାୟୁ ଔଷଧୀୟ ବୃକ୍ଷ
ଉଦାହରଣ :
ମାନସିକ ରୋଗ, ରକ୍ତଚାପ, ହୃଦରୋଗ ଆଦିରେ ସର୍ପଗନ୍ଧା ଚେରର ବ୍ୟବହାର ହୋଇଥାଏ
ସମକକ୍ଷ : ସର୍ପଗନ୍ଧା
ଅନ୍ୟ ଭାଷାରେ ଅନୁବାଦ :
एक बहुवर्षीय औषधीय पौधा जिसकी खेती की जाती है।
सर्पगंधा की जड़ का उपयोग मानसिक रोगों, रक्तचाप, हृदय रोग आदि में किया जाता है।