ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସମୟର ସୀମା
ଉଦାହରଣ : ନିଶ୍ଚିତ ସମୟ ସୀମା ଭିତରେ ଏହି କାମ ହୋଇଯିବା ଉଚିତ
ସମକକ୍ଷ : କାଳସୀମା
ଅନ୍ୟ ଭାଷାରେ ଅନୁବାଦ :हिन्दी English
समय की सीमा।
A time period within which something must be done or completed.
ଅର୍ଥ : ଯେଉଁଥିରେ ବା ଯାହାର କୌଣସି ସମୟସୀମା ଅଛି
ଉଦାହରଣ : ଶ୍ୟାମ ମିଆଦୀ ଜମା ଯୋଜନାରେ ଟଙ୍କା ଜମା କରେ
ସମକକ୍ଷ : ଅବଧିଯୁକ୍ତ, ମିଆଦୀ
जिसमें या जिसकी कोई अवधि हो।
Relating to or occurring in a term or fixed period of time.
ସଂସ୍ଥାପନ କରନ୍ତୁ