ଅର୍ଥ : ( କବିତାର ସେହି ପ୍ରକାର) ଯାହାର ପାଦଶେଷରେ ମିତ୍ରାକ୍ଷର ବା ସମାନ ଅକ୍ଷର ମିଳେ
ଉଦାହରଣ :
କବି ଶ୍ରୋତାମାନଙ୍କୁ ମିତ୍ରାକ୍ଷର ଛନ୍ଦର କବିତାମାନ ଶୁଣାଉଥିଲେ
ସମକକ୍ଷ : ମିତ୍ରାକ୍ଷର ଛନ୍ଦ, ମିତ୍ରାକ୍ଷରଯୁକ୍ତ, ମିତ୍ରାକ୍ଷରାନ୍ତ, ସମାକ୍ଷରଯୁକ୍ତ
ଅନ୍ୟ ଭାଷାରେ ଅନୁବାଦ :