ଅର୍ଥ : ଯୁଦ୍ଧ ସମୟରେ ବଜାଯାଉଥିବା ବାଦ୍ୟ
ଉଦାହରଣ :
ଯୁଦ୍ଧବାଦ୍ୟ ସୈନିକମାନଙ୍କ ମଧ୍ୟରେ ଉତ୍ସାହ ଭରିଦିଏ
ସମକକ୍ଷ : ଯୁଦ୍ଧ ବାଦ୍ୟ, ରଣ ବାଇଦ, ସେନାବାଇଦା
ଅନ୍ୟ ଭାଷାରେ ଅନୁବାଦ :
वह वाद्य जो युद्ध के समय बजाया जाता है।
युद्ध वाद्य सैनिकों में जोश भर देता है।Any of various devices or contrivances that can be used to produce musical tones or sounds.
instrument, musical instrument