ଅର୍ଥ : ଯେଉଁ ଭବନରେ ଦେଶର ଶାସନ ସମ୍ବନ୍ଧୀୟ କାର୍ଯ୍ୟ ସଂଚାଳିତ ହୁଏ
ଉଦାହରଣ :
ଆତଙ୍କବାଦକୁ ଦେଖି ସଂସଦ ଭବନର ସୁରକ୍ଷା ବଢ଼େଇ ଦିଆଗଲା
ଅନ୍ୟ ଭାଷାରେ ଅନୁବାଦ :
The building in which the House of Commons and the House of Lords meet.
houses of parliament